[anugul-dhenkanal] - ଅବକାରୀ ଚଢାଉ: ୪୫୦ ଦେଶୀ ମଦ ଜବତ, ଜଣେ ଗିରଫ
ଭୁବନ,୧୮।୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ଚନ୍ଦାର ଗ୍ରାମରେ ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪୫୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଟୁଟୁ ତ୍ରିପାଠୀ (୩୮)ଙ୍କୁ ଗିରଫ କରାଯାଇଛି। ଜିଲା ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ଦେବୀପ୍ରସାଦ ମିଶ୍ର, କାମାକ୍ଷାନଗର ଅବକାରୀ ସବ୍ ଇନ୍ସପେକ୍ଟର ସପ୍ନାରାଣୀ ସାହୁ, ବିଜୟ ଭଞ୍ଜ, ଏଏସ୍ଆଇ ନିରାକାର ଦେହୁରୀ, ବଟକୃଷ୍ଣ ରାଉଳ, ଜ୍ୟୋତି ରଞ୍ଜନ ସେନାପତି ପ୍ରମୁଖ ଚଢାଉରେ ସାମିଲ ଥିଲେ। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।

ଫୋଟୋ - http://v.duta.us/doqQQgAA
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/3Bg0HAAA