[anugul-dhenkanal] - କାର ଦୁର୍ଘଟଣାରେ ପଞ୍ଚାୟତ ପିଅନ ମୃତ୍ୟୁ

  |   Anugul-Dhenkanalnews

ବନ୍ତଳା, ୧୮।୧୦(ଡି.ଏନ.ଏ.): ଅନଗୁଳ ଜିଲା ବନ୍ତଳା ଥାନା ସଙ୍ଖପୁର ଧାନ କଳ ନିକଟରେ ଗୁରୁବାର ସକାଳେ ଏକ କାର (ନଂ-ଓଆର୧୯ଏଲ୫୨୫୩) ଦୁର୍ଘଟଣାରେ ପୋକତୁଙ୍ଗା ଗ୍ରାମର ପଞ୍ଚାୟତ ପିଅନ ଦୁଷ୍ମନ୍ତ ଦେହୁରୀ(୪୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ମୃତକଙ୍କ ଭାଇ ଦୁର୍ଯ୍ୟୋଧନ ଦେହୁରୀଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରିଛନ୍ତି। ଦୁଷ୍ମନ୍ତ ପ୍ରାତଃ ଭ୍ରମଣରେ ସଙ୍ଖପୁରରୁ ଘରକୁ ଫେରୁଥିବାବେଳେ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି।

ଫୋଟୋ - http://v.duta.us/isXg9QAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/uper-gAA

📲 Get Anugul-dhenkanal News on Whatsapp 💬