[anugul-dhenkanal] - ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଜଣେ ଗିରଫ

  |   Anugul-Dhenkanalnews

ଢେଙ୍କାନାଳ ଅଫିସ୍‌, ୧୮ା୧୦-ଢେଙ୍କାନାଳରେ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ସମ୍ପୃକ୍ତ ଅଭିଯୋଗରେ ଖମାର ସାହି ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ବିଳମ୍ବିତ ରାତିରେ ଯୁବତୀଙ୍କ ମା’ ବାହାରକୁ ପରିସ୍ରା କରିବାକୁ ଯାଇଥିଲେ। ଏହାର ସୁଯୋଗରେ ଯୁବକ ଜଣକ ଘରେ ପଶି ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଏ ନେଇ ଟାଉନ ଥାନାରେ ନଂ. ୨୯୭/୧୮ରେ ମାମଲା ରୁଜୁ କରାଯାଇଛି।

ଫୋଟୋ - http://v.duta.us/S2eAmAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/VbwYzAAA

📲 Get Anugul-dhenkanal News on Whatsapp 💬