[anugul-dhenkanal] - ୧୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

  |   Anugul-Dhenkanalnews

ଭୁବନ,୧୮।୧୦(ଡି.ଏନ.ଏ.)- ଭୁବନ ଥାନା ମୁର୍ଦଙ୍ଗା ହାଟ ଛକରେ ଗୁରୁବାର ପୋଲିସ ପକ୍ଷରୁ ଚଢାଉ କରାଯାଇ ଜଳଧର ସାମଲଙ୍କ ଘରୁ ୧୨୦ ଲିଟର ଦେଶୀ ମଦ ଓ ୨୪ ହଜାର ଟଙ୍କା ଜବତ କରାଯାଇଛି। ଏଥିସହ ଜଳଧରଙ୍କ ସ୍ତ୍ରୀ ଅଶାନ୍ତି ସାମଲ(୩୦)ଙ୍କୁ ଗିରଫ କରାଯାଇଛି। କାମାକ୍ଷାନଗର ଏସଡ଼ିପିଓ ସୁପସନ୍ନ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ପ୍ରମୁଖ ସାମିଲ ଥିଲେ। ଏ ନେଇ କେସ ନଂ. ୨୦୨/୧୮ରେ ଏକ ମାମଲା ରୁଜୁ କରି ମହିଳାଙ୍କୁ କୋର୍ଟଚାଲଣ କରାଯାଇଛି।

ଫୋଟୋ - http://v.duta.us/tH-lUQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/xOEXLwAA

📲 Get Anugul-dhenkanal News on Whatsapp 💬