[berahampur] - ମାଡ଼ ମାରି ମା’, ବାପାଙ୍କୁ ଘରୁ ବାହାର କଲେ ପୁଅ

  |   Berahampurnews

ଦାରିଙ୍ଗବାଡ଼ି,୧୮।୧୦,(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ପୁଅ ନିଶାସକ୍ତ ଅବସ୍ଥାରେ ତାଙ୍କ ମା’ ବାପାଙ୍କୁ ଭିଷଣ ମାଡ଼ ମାରିବା ସହ ଘରୁ ବାହାର କରି ଦେଇଛନ୍ତି ା ଘରେ ପଶିଲେ ଜୀବନ ନେବି ବୋଲି ଧମକ ମଧ୍ୟ ଦେଇଛନ୍ତି ା ଏଭଳି ପରିସ୍ଥିତ ଉପୁଜିବାରୁ ଉକ୍ତ ଅଞ୍ଚଳର ୮୫ ବର୍ଷୀୟ ଘାସିରାମ ବେହେରା ଦଳାଇ ଏବଂ ୭୫ ବର୍ଷୀୟ ସ୍ତ୍ରୀ କସ୍ତୁରୀ ଗୁରବାର ସକାଳୁ ଦାରିଙ୍ଗବାଡ଼ି ଥାନାରେ ଆଶ୍ରୟ ନେଇଛନ୍ତି ା ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କ ନିକଟରେ ସେମାନେ ଅଭିଯୋଗ କରିଛନ୍ତି, ପୁଅ ତାଙ୍କୁ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି ା ଆଉ ଗଁାକୁ ଯିବୁନାହିଁ ବୋଲି କାନ୍ଦି କାନ୍ଦି ଉଭୟେ ବୃଦ୍ଧ ଦମ୍ପତି ପୋଲିସ ନିକଟରେ କହିଛନ୍ତିି ା

ଫୋଟୋ - http://v.duta.us/dQcfXQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/z3PBjgAA

📲 Get Berahampur News on Whatsapp 💬