[rayagada] - କୋଲାବନଗର ଦୁର୍ଗାପୂଜା

  |   Rayagadanews

କୋଲାବନଗର,୧୮।୧୦(ଡି.ଏନ.ଏ)- କୋଲାବନଗର ନିକଟସ୍ଥ ବିମାନଘାଟି ଓ କଫି ବୋର୍ଡସ୍ଥିତ ପ୍ରଥମ ଭାରତୀୟ ରିଜର୍ଭ ବାଟାଲିଅନ୍‌ ପକ୍ଷରୁ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। ବାଟାଲିଅନ୍‌ର ଦୁର୍ଗପତି ପିକେ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ଏହି ପୂଜା ପାଳନ କରାଯାଉଛି। ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ପୂଜା ଦେଖିବା ପାଇଁ ଭିଡ଼ ଜମାଉଛନ୍ତି। ସହକାରୀ ଦୁର୍ଗପତି ଭବାନୀ ସେଠ୍‌, ନାରାୟଣ ରାଉତ, ସୁନୀଲ କୁମାର ମହାନ୍ତି, ପୀତବାସ ରାଉତରାଏ, ଦେବ ଗଡ଼ନାୟକ ପ୍ରମୁଖ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଫୋଟୋ - http://v.duta.us/hTConQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/tIvjoAAA

📲 Get Rayagada News on Whatsapp 💬