[rayagada] - ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

  |   Rayagadanews

ଗଜପତି, ୧୮।୧୦ (ଡ଼ି.ଏନ.ଏ)- ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଆତଙ୍କପୁରରେ ଏକ ଅଭାବନୀୟ ଘଟଣା ଘଟଛି। ତିତ୍‌ଲି ପ୍ରଭାବରେ ବାତ୍ୟା, ବନ୍ୟାରେ ଗତ ୧୧ ତାରିଖରୁ ନିଖୋଜ ଥିଲେ ମୁକୁନ୍ଦ ଦୋରାଙ୍କ ନାବାଳିକା ଝିଅ। ବୁଧବାର ଗଁା ନିକଟସ୍ଥ ନାଳରୁ ମୃତଦେହ ଉଦ୍ଧାର ହୋଇଥିଲା। ଗୁରୁବାର ସୁଦ୍ଧା ବ୍ୟବଚ୍ଛେଦ ପାଇଁ ପୋଲିସ୍‌ ମୃତଦେହ ନେବାକୁ ଆସି ନ ଥିଲା। ବାଧ୍ୟ ହୋଇ ବାପା ମୁକୁନ୍ଦ ଝିଅଙ୍କ ମୃତଦେହ କାନ୍ଧରେ ୮ କି.ମି ବୋହି ମେଡ଼ିିକାଲ ନେଇଛନ୍ତି। ଉକ୍ତ ଘଟଣାରେ ସ୍ଥାନୀୟ ପୋଲିସ୍‌ ପ୍ରଶାସନର ନଗ୍ନ ଚେହେରା ପଦାରେ ପଡ଼ିିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଖବର ପାଇ ଥିଲେ ମଧ୍ୟ ସ୍ଥାନୀୟ ପୋଲିସ୍‌ ମୃତଦେହ ବ୍ୟବଚ୍ଛେଦ ପାଇଁ ନେବାକୁ ଆସି ନ ଥିବା ବାପା ମୁକୁନ୍ଦ ଅଭିଯୋଗ କରିଛନ୍ତି।

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/JdbsQwAA

📲 Get Rayagada News on Whatsapp 💬