[sambalpur] - ମାହେଶ୍ୱରୀ ପୀଠରେ ଷୋହଳ ପୂଜା ସମ୍ପନ୍ନ

  |   Sambalpurnews

ଅତାବିରା, ୧୮।୧୦ (ଡି.ଏନ.ଏ)ବରଗଡ଼ ଜିଲା ଅତାବିରା ବ୍ଲକ ଅଞ୍ଚଳର ଶକ୍ତି ଉପାସନା ପୀଠ ଦେବୀ ମାହେଶ୍ୱରୀ ମନ୍ଦିରରେ ଦୀର୍ଘ ଷୋହଳ ଦିନ ପର୍ଯ୍ୟନ୍ତ ଡୁମ୍ବାଳ ସମାଜର ଆରାଧ୍ୟ ଦେବୀ ମାହେଶ୍ୱରୀଙ୍କ ଷୋହଳ ପୂଜା ବୁଧବାର ସମ୍ପନ୍ନ ହୋଇଛି। ମଙ୍ଗଳବାର ଭାଇ ଜିଉଁତିଆ ଦିନ ମନ୍ଦିର ଗୁଡିକରେ ବରୁଆଙ୍କୁ ପୂଜା କରାଯାଇଥିଲା । ବିଧି ନିୟମ ପରମ୍ପରା ଅନୁସାରେ ମାହେଶ୍ୱରୀ ଦେବୀଙ୍କ ବାଡିକୁ ଦେହେରୀ, ପୂଜକ ଉପାସନ କରିଥିବା ବ୍ୟକ୍ତିମାନେ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇଥିଲେ । ମାନସିକଧାରୀ ଉପାସକଙ୍କ ଦ୍ୱାରା ଦିଆଯାଇଥିବା ଛେଳି, ମେଣ୍ଢା ବଳିରେ ରକ୍ତ ରଞ୍ଜତ ହୋଇଥିଲା ମାହେଶ୍ୱରୀ ପୀଠ।

ଅତାବିରା, ୧୮।୧୦ (ଡି.ଏନ.ଏ)

ବରଗଡ଼ ଜିଲା ଅତାବିରା ବ୍ଲକ ଅଞ୍ଚଳର ଶକ୍ତି ଉପାସନା ପୀଠ ଦେବୀ ମାହେଶ୍ୱରୀ ମନ୍ଦିରରେ ଦୀର୍ଘ ଷୋହଳ ଦିନ ପର୍ଯ୍ୟନ୍ତ ଡୁମ୍ବାଳ ସମାଜର ଆରାଧ୍ୟ ଦେବୀ ମାହେଶ୍ୱରୀଙ୍କ ଷୋହଳ ପୂଜା ବୁଧବାର ସମ୍ପନ୍ନ ହୋଇଛି। ମଙ୍ଗଳବାର ଭାଇ ଜିଉଁତିଆ ଦିନ ମନ୍ଦିର ଗୁଡିକରେ ବରୁଆଙ୍କୁ ପୂଜା କରାଯାଇଥିଲା । ବିଧି ନିୟମ ପରମ୍ପରା ଅନୁସାରେ ମାହେଶ୍ୱରୀ ଦେବୀଙ୍କ ବାଡିକୁ ଦେହେରୀ, ପୂଜକ ଉପାସନ କରିଥିବା ବ୍ୟକ୍ତିମାନେ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇଥିଲେ । ମାନସିକଧାରୀ ଉପାସକଙ୍କ ଦ୍ୱାରା ଦିଆଯାଇଥିବା ଛେଳି, ମେଣ୍ଢା ବଳିରେ ରକ୍ତ ରଞ୍ଜତ ହୋଇଥିଲା ମାହେଶ୍ୱରୀ ପୀଠ।

ଫୋଟୋ - http://v.duta.us/5bkWWQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/MdDdyAAA

📲 Get Sambalpur News on Whatsapp 💬