[upakula-odisha] - ପୂଜା ମଣ୍ଡପ ବୁଲିଲେ ବିଧାୟକ

  |   Upakula-Odishanews

ପାଟକୁରା, ୧୮।୧୦(ଡି.ଏନ୍‌.ଏ.)- ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ବାଲ ଦଳୀୟ କର୍ମୀଙ୍କ ସହ ଗୁରୁବାର ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଛନ୍ତି। ଗରଦପୁରବ୍ଲକର କଳାବୁଦା(କ) କଳାବୁଦା(ଖ)କଳାବୁଦା ବାରୁଣି, ତିକନପୁରଳ ହରିପୁର, ଗୋବିନ୍ଦପୁର, ଡିହସାହି-୧, ଡିହସାହି-୨, ଗରଦପୁର, ସିଙ୍ଗଟିଆ, ମଦନା, ନାଗଣପୁର ଆଦି ବିଭିନ୍ନସ୍ଥାନ ବୁଲି ଦେଖିଛନ୍ତି। ରାଜ୍ୟ ଯୁବ ବିଜେଡି ସମ୍ପାଦକ ରାଜେଶ ଦାସ, ପୂର୍ବତନ ବ୍ଲକ ଚେୟାରମ୍ୟାନ ଦିଲଲ୍ଲିପ ସାହୁଙ୍କ ସମେତ ଦଳର ବହୁ ଛାମୁଆ ନେତାମାନେ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/YS6U2gAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/O6AZGwAA

📲 Get Upakula-odisha News on Whatsapp 💬