[upakula-odisha] - ଷ୍ଟାଡିୟମ ପୁନଃକ୍ଷମ ପାଇଁ ଦାବି

  |   Upakula-Odishanews

କେନ୍ଦ୍ରାପଡା ଅଫିସ, ୧୮।୧୦- ସହରର ସାରଙ୍ଗଠାରେ ଗତ ୧୦ବର୍ଷ ପୂର୍ବେ ବିଜୁ ପଟ୍ଟନାୟକ କ୍ରୀଡ଼ା ଷ୍ଟାଡିୟମ ନିର୍ମାଣ ହୋଇଥିଲା। ଅଦ୍ୟାବଧି ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏହାର କାର୍ଯ୍ୟକାରୀ ପାଇଁ ଗ୍ରାମୀଣ ବିକାଶ ଯୁବକ ସଂଘ ପକ୍ଷରୁ ଗୁରୁବାର ଜିଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି। ସଂଘ ସଦସ୍ୟ ଏ ସମ୍ପର୍କରେ କୁହନ୍ତି ଯେ, ଜିଲାରେ କ୍ରୀଡ଼ା ପ୍ରତିଭାଙ୍କ ଅଭାବ ନାହିଁ। ତେବେ ଭିତ୍ତିଭୂମି ବିକାଶ ହୋଇ ପାରୁ ନ ଥିବାରୁ ଏହି ପ୍ରତିଭା ଲୋକଲୋଚନକୁ ଆସି ପାରୁନାହଁି। ତୁରନ୍ତ ଷ୍ଟାଡିୟମ କାର୍ଯ୍ୟକ୍ଷମ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ। ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘ ସଦସ୍ୟ ମନୋଜ ତ୍ରିପାଠୀ, ଚନ୍ଦ୍ର ଭଦ୍ର, ସରୋଜ କୁମାର ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ଫୋଟୋ - http://v.duta.us/n85IgQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/-e7v7QAA

📲 Get Upakula-odisha News on Whatsapp 💬