[upakula-odisha] - ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜଳଖିଆ ଦୋକାନରେ ଚଢ଼ାଉ
ଆଳି,୧୮।୧୦(ଡି.ଏନ୍.ଏ.)- ପୂଜା ବଜାରକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲା ଫୁଡ୍ ଆଣ୍ଡ ସେଫ୍ଟି ଓ ଆଳି ସ୍ବାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଗୁରୁବାର ବଜାରର ବିଭିନ୍ନ ଦୋକାନରେ ଚଢାଉ କରାଯାଇଛି। ନୂଆ ବଜାର, ନିଆଳ ହାଟ, ରାଜବାଟୀ ରୋଡ ଓ ଆଳି ମେଡିକାଲ ରୋଡରେ ଥିବା ଫାଷ୍ଟଫୁଡ ଷ୍ଟଲ୍ ଓ ଜଳଖିଆ ଦୋକାନରେ ଚଢାଉ କରାଯାଇଛି। ୩୨ଟି ଜଳଖିଆ ଦୋକାନ ଓ ଫାଷ୍ଟଫୁଡ ଦୋକାନରେ ଚଢାଉ କରାଯାଇ ୧୦କେଜି ଜାଟ, ଚାଟ ମସଲା, ରଙ୍ଗ ଓ କିଛି ବାସି ମିଠା ନଷ୍ଟ କରାଯାଇଛି। ଚଢାଉରେ ଜିଲା ଫୁଡ ଆଣ୍ଡ ସେଫ୍ଟି ବିଭାଗର ସମିତା ଦାସ, ଆଳି ସ୍ବାସ୍ଥ୍ୟ ବିଭାଗ ପରିଦର୍ଶକ ରଶ୍ମିରଞ୍ଜନ ବାରିକ, କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପରିଦର୍ଶକ ରଶ୍ମି ରଞ୍ଜନ ବାରିକ, କେନ୍ଦ୍ରାପଡା ଜିଲା ସ୍ବାସ୍ଥ୍ୟ ପରିଦର୍ଶକ ପତିତ ପାବନ ଲେଙ୍କା ପ୍ରମୁଖ ସାମିଲ ଥିଲେ।

ଫୋଟୋ - http://v.duta.us/JQUFrAAA
ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/PM3dAgAA