[anugul-dhenkanal] - କଙ୍କିଳି ଗାଁ ମୁହାଁ ୯ ହାତୀ

  |   Anugul-Dhenkanalnews

ତାଳଚେର,୨୬ା୧୦(ନିପ୍ର.): ତାଳଚେର ବ୍ଲକ ଅଞ୍ଚଳରେ ସପ୍ତାହେ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଥର୍ମାଲ ନିକଟରେ ୩୦ଟି ବଣୁଆ ହାତୀ ଡେରା ପକାଇ ଥିବା ବେଳେ ଗୁରୁବାର ୯ଟି ହାତୀ ବ୍ଲକର କଙ୍କିଳି ଗାଁ ମୁହାଁ ହୋଇଛନ୍ତି। ହାତୀପଲ ଗ୍ରାମ ନିକଟସ୍ଥ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଉତ୍ପାତ ଚଲାଇଛନ୍ତି। ଧନ ଜୀବନ ଭୟରେ ପଞ୍ଚାୟତର ୫ ଗ୍ରାମର ବାସିନ୍ଦା ଭୟଭୀତ ଅଛନ୍ତି। ତୁରନ୍ତ ବନବିଭାଗ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ଫୋଟୋ - http://v.duta.us/VPBioQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Fb_m9wAA

📲 Get Anugul-dhenkanal News on Whatsapp 💬