[rayagada] - ସରକାରୀ ଯୋଜନା ଅପହଞ୍ଚ

  |   Rayagadanews

ରାଇଘର,୧୩।୧୧(ଡି.ଏନ.ଏ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଖୁଡୁକ ପଞ୍ଚାୟତର ଏକ ଅପହଞ୍ଚ ଇଲାକା ଓ ଦୁର୍ଗମ ଅଞ୍ଚଳ ହେଉଛି ଓଡମା ଧମକି। ରାଇଘର ଠାରୁ ୨୫ କି.ମି ଦୂରରେ ଥିବା ଖୁଡୁକ ପଞ୍ଚାୟତର ୧୧ ନଂ ଓ୍ବାର୍ଡ କେରାଡିହି ର ହାମଲେଟ ଗଁ। ହେଉଛି ଓଡମା ଧମକି। ଏହି ଗଁ। ପାଖରେ ପୁଜାରୀ ପାରା, ଲାଲଭଟଲି, ମଦନ ଶ୍ରୀ, ଗୋଁଇତା ବେଡା ଓ ତରୀଆ ଡଙ୍ଗରୀ ଛୋଟ ଛୋଟ ଗଁ। ରହିଥିଲେ ମଧ୍ୟ ସେହି ଗଁ। କୁ ଯିବା ପାଇଁ ରାସ୍ତା ନାହଁ। ଏହି ୫ ଟି ଗ୍ରାମରେ ୧୫୦ ରୁ ଊର୍ଦ୍ଧ୍ୱ ଘର ଥିବା ବେଳେ ଜନସଂଖ୍ୟା ୬୭୦ ରହିଛି । ସରକାରୀ ଯୋଜନା ସେମାନଙ୍କ ପାଇଁ ସାତ ସପନ । ଗଁ। କୁ ଲାଗି ରହିଛି ଛୋଟ ନାଳ । ସେହି ନାଳ ପାରି ହୋଇ କିଛି ଦୂର ଗଲା ପରେ ପଡେ ଛତିଶଗଡ । ଏହି ଓଡମା ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା, ପାନୀୟ ଜଳ, ଗମନାଗମନ ଆଦି ସମସ୍ୟା ଲାଗି ରହିଛି।...

ଫୋଟୋ - http://v.duta.us/yYWGFQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Fce6eQAA

📲 Get Rayagada News on Whatsapp 💬