[balasore] - ଆଜିଠୁ ବାଜିବ ଧୁମୁସା

  |   Balasorenews

ଉଦଳା,୨୧।୧୨ (ଡି.ଏନ.ଏ.) - ପୁଣି ଶୁଭିବ ଧୁମୁସାର ନାଦ ା ଆଉ ଧୁମୁସାର ନାଦରେ ଝୁମି ଉଠିବେ ଦର୍ଶକ| ଶୁକ୍ରବାରଠାରୁ ତିନି ଦିନ ଧରି ଚାଲିବ ଧୁମୁସା ମହୋସତ୍ବ ା କପ୍ତିପଦା ଉପଖଣ୍ଡସ୍ତରୀୟ ଉଦଳା ମହୋତ୍ସବ ଧୁମୁସା -୨୦୧୮ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ହୋଇଛି ା ଧୁମୁସାର ନାଦରେ ପ୍ରକମ୍ପିତ ହେବ ଉଦଳା ସହର । ଶୁକ୍ରବାର ସନ୍ଧ୍ୟାରେ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବେ। ଏଥିରେ ଉଦଳା ବିଧାୟକ, ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଉପଖଣ୍ଡସ୍ତରୀୟ ଅଧିକାରୀ ଯୋଗ ଦେବେ ା ଏହି ଅବସରରେ ୫୪ ଟି ଷ୍ଟଲ ପ୍ରସ୍ତୁତ ହୋଇଛି ା ଏହି ଅବସରେ ୩ ଦିନ ଧରି ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ନେଇ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାଯର୍ର୍‌ୟାଳୟରୁ ସୂଚନା ମିଳିଛି ା ଏହା ସହିତ ଆଦିବାସୀ ନୃତ୍ୟ ଏବଂ ଆଞ୍ଚଳିକ କଳାକାରଙ୍କୁ ନେଇ ନୃତ୍ୟ ପରିବେଷିତ ହେବ ା

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/_RPcVAAA

📲 Get Balasore News on Whatsapp 💬