[balasore] - ବାଲେଶ୍ୱରରେ ମଦ ବ୍ୟବସାୟୀଙ୍କ ରାଜ୍‌

  |   Balasorenews

ବାଲେଶ୍ୱର ଅଫିସ,୨୧।୧୨-ବାଲେଶ୍ୱର ସହରରେ ମଦ ବ୍ୟବସାୟୀଙ୍କ ରାଜ୍‌ ଚାଲିଛି| ସରକାରୀ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ଚାଖ୍‌ଣା ଦୋକାନ ନାଁରେ ଖୋଲା ବାର୍‌ ଖୋଲାଯାଇଛି| ଲୋକେ ନିର୍ଭୟରେ ସେଠାରେ ଚାଖଣା ଖାଇବା ସହ ମଦ ପିଉଛନ୍ତି ା ଷ୍ଟେଶନ ଛକରୁ ଆରମ୍ଭ କରି ନୂଆବଜାର, ଟାଉନ୍‌ ଥାନା ନିକଟସ୍ଥ ବାଣ୍ଠିଆ ଜଗନ୍ନାଥ ମନ୍ଦିର ପାଖ ଓ ତାମୁଳିଆ ରେଳ ଫାଟକ ନିକଟରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅବକାରୀ ବିଭାଗ ଓ ପୋଲିସକୁ ମଦ ବ୍ୟବସାୟୀଙ୍କ ଖାତିର୍‌ ନାହିଁ। ଏଣେ ସହରର ମଦ ବିରୋଧି ଆନ୍ଦୋଳନ ଆଉ ହେଉ ନ ଥିବାରୁ ତାର ଫାଇଦା ବ୍ୟବସାୟୀମାନେ ନେଉଛନ୍ତି ା ଫଳରେ ଜନବହୁଳ ଅଞ୍ଚଳରେ ଅଶାନ୍ତି, ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି ା ମଦ୍ୟପଙ୍କ ଯୋଗୁ ସଡ଼କ ଦୁର୍ଘଟଣା ବଢ଼ୁଛି ା ଏହା ପରେ ବି ବ୍ୟବସାୟୀଙ୍କ ନାଲିଆଖି, କେତେବେଳେ ହାତଗୁଞ୍ଜା ଓ ରାଜନୀତି ଚାପରେ ସ୍ଥାନୀୟ ପ୍ରଶାସନ ସ୍ଥାଣୁ ପାଲଟି ଯାଉଥିବା ଅଭିଯୋଗ ହୋଇଛି ା...

ଫୋଟୋ - http://v.duta.us/k7kEXAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/K1sbKQAA

📲 Get Balasore News on Whatsapp 💬