[balasore] - ୮ ବର୍ଷ ହେଲା ହୋଇନି ପ୍ରାଣୀ ଗଣନା: ପ୍ରାଣୀଙ୍କୁ ଅଣଦେଖା

  |   Balasorenews

ଭଦ୍ରକ ଅଫିସ, ୨୩।୧-(ବିଭୁପ୍ରସାଦ ବେହେରା)-ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଶତାଧିକ ଯୋଜନା ପ୍ରଣୟନ କରିଛନ୍ତି। ଗର୍ଭଧାରଣ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନାନା ଲୋଭନୀୟ ଯୋଜନା କାମ କରୁଛି। ସେ ଯେ କୌଣସି କାରଣ ହେଉନା କାହିଁକି ମୁଖ୍ୟ କାରଣ ହେଉଛି ଭୋଟରଙ୍କ ଠାରୁ ଭୋଟ ହାତେଇବା। ହେଲେ ପଶୁପକ୍ଷୀଙ୍କୁ ହତାଦର କରାଯାଉଥିବା ନେଇ ଅଭିଯୋଗ ଉଠାଇଛନ୍ତି ପ୍ରାଣୀ ପାଳକ ଚାଷୀମାନେ। ଏମାନେ ଯଦି ଭୋଟ ଦେଇଥାନ୍ତେ ତେବେ ଏମାନଙ୍କ ପାଇଁ ମଧ୍ୟ ନାନା ଯୋଜନା ପ୍ରଣୟନ ହୋଇଥାନ୍ତା ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ରୋଗୀଙ୍କୁ ଡାକ୍ତରଖାନାରେ ମାଗଣା ଔଷଧ, ମାଗଣା ୟୁଜର୍ସ ଫି, ରୋଗୀଙ୍କୁ ପରିବହନ ପାଇଁ ୧୦୮, ୧୦୨, ୧୦୧ ଭଳି ନାନା ବ୍ୟବସ୍ଥା କରାଯାଉଛି। ମାତ୍ର ପଶୁପକ୍ଷୀଙ୍କ କ୍ଷେତ୍ରରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ କେବଳ ବର୍ହିବିଭାଗ ତାହା ପୁଣି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚିକିତ୍ସା ହେଉଛି। ଭଦ୍ରକ ଜିଲା ସଦର ମହକୁମାରେ ଯଦି ଏହିଭଳି ଅବସ୍ଥା ହେଲେ ଗ୍ରାମାଞ୍ଚଳ ବା ବ୍ଲକସ୍ତରରେ ଥିବା ପ୍ରାଣୀଚିକିତ୍ସା କେନ୍ଦ୍ର ମାନଙ୍କର ଅବସ୍ଥା କିଭଳି ଥିବ ତାହା ସହଜରେ ଅନୁମେୟ। କେଉଁଠି ଭଙ୍ଗା ଘରେ ଚାଲିଛି ପ୍ରାଣୀ ଚିକିତ୍ସା।...

ଫୋଟୋ - http://v.duta.us/zwhChgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/YFQZrAAA

📲 Get Balasore News on Whatsapp 💬