ଜନ୍ମଦିନରେ ନବୀନଙ୍କ ସମ୍ପକର୍ରେ...

ନବୀନ ବାବୁ ଜଣେ ଭଲ ମଣିଷ

ନବୀନ ପଟ୍ଟନାୟକ ରାଜନୀତିକୁ ଆସିବେ ବୋଲି କେବେ ଚିନ୍ତା କରି ନ ଥିଲେ। ଆମପରି ବିଜୁ ଅନୁଗତମାନେ ତାଙ୍କୁ ସ୍ବେହ ଓ ଶ୍ରଦ୍ଧାର ସହ ଓଡ଼ିଶାକୁ ପାଛୋଟି ଆଣି ରାଜନୀତିର ମଙ୍ଗ ଧରିବାକୁ ପ୍ରବର୍ତ୍ତାଇଥିଲୁ। ସବୁ ପ୍ରତିକୂଳ ସ୍ଥିତି ଓ ରାଜନୈତିକ ଝଡ଼ଝଞ୍ଜା ଭିତରେ ରହି ସେ ଓଡ଼ିଶାବାସୀଙ୍କୁ ଦୀର୍ଘ ୨୦ ବର୍ଷ ଧରି ସୁଶାସନ ଦେଇଆସିଛନ୍ତି। ତାଙ୍କ ଜନ୍ମଦିନରେ ତାଙ୍କର ଦୀର୍ଘାୟୁ କାମନା କରୁଛି।

  • ଦାମୋଦର ରାଉତ, ପୂର୍ବତନ ମନ୍ତ୍ରୀ

ନିଜ ସ୍ବାସ୍ଥ୍ୟ ଓ ରାଜ୍ୟର ସ୍ବାସ୍ଥ୍ୟକୁ ଧ୍ୟାନ ଦିଅନ୍ତୁ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନିରାମୟ ଜୀବନ କାମନା କରୁଛି। ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ତାଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ। ସେ ନିଜ ସ୍ବାସ୍ଥ୍ୟକୁ ସଡ଼ାଡ଼ିବା ସହ ରାଜ୍ୟର ସ୍ବାସ୍ଥ୍ୟକୁ ସଜା଼ଡ଼ିବାରେ ଅଧିକରୁ ଅଧିକ ପ୍ରୟାସ କରିବେ ବୋଲି ଆଶା କରୁଛି।

  • କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ବିଜେପି ନେତା...

ଫୋଟୋ - http://v.duta.us/TVD61AAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/E0d4hQAA

📲 Get Odisha News on Whatsapp 💬