ଜନ୍ମଦିନରେ ନବୀନଙ୍କ ସମ୍ପର୍କରେ...

ଜଣେ ଭାଗ୍ୟବାନ୍ ରାଜନୈତିକ ବ୍ୟକ୍ତି

ଜନ୍ମଦିନରେ ନବୀନ ବାବୁଙ୍କୁ ଶୁଭେଚ୍ଛା। ଭଗବାନ ତାଙ୍କୁ ଭଲ ସ୍ବାସ୍ଥ୍ୟ ଦିଅନ୍ତୁ ଓ ଭଲ ମନ ବି ଅର୍ପଣ କରନ୍ତୁ। ସେ ଜଣେ ପୃଥିବୀର ଭାଗ୍ୟବାନ୍ ରାଜନୈତିକ ବ୍ୟକ୍ତି। ଏତେ ଦିନ ଧରି କ୍ଷମତାରେ ରହି ଲୋକଙ୍କ ସେବା କରିବା ପାଇଁ ସେ ଯେଉଁ ସୁଯୋଗ ପାଇ ଆସିଛନ୍ତି ସେପରି ଦୃଷ୍ଟାନ୍ତ ଦେଖିବା ବିରଳ।

  • ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

ନବୀନ ବାବୁ ଜଣେ ଭଲ ମଣିଷ

ନବୀନ ପଟ୍ଟନାୟକ ରାଜନୀତିକୁ ଆସିବେ ବୋଲି କେବେ ଚିନ୍ତା କରି ନ ଥିଲେ। ଆମପରି ବିଜୁ ଅନୁଗତମାନେ ତାଙ୍କୁ ସ୍ବେହ ଓ ଶ୍ରଦ୍ଧାର ସହ ଓଡ଼ିଶାକୁ ପାଛୋଟି ଆଣି ରାଜନୀତିର ମଙ୍ଗ ଧରିବାକୁ ପ୍ରବର୍ତ୍ତାଇଥିଲୁ। ସବୁ ପ୍ରତିକୂଳ ସ୍ଥିତି ଓ ରାଜନୈତିକ ଝଡ଼ଝଞ୍ଜା ଭିତରେ ରହି ସେ ଓଡ଼ିଶାବାସୀଙ୍କୁ ଦୀର୍ଘ ୨୦ ବର୍ଷ ଧରି ସୁଶାସନ ଦେଇଆସିଛନ୍ତି। ତାଙ୍କ ଜନ୍ମଦିନରେ ତାଙ୍କର ଦୀର୍ଘାୟୁ କାମନା କରୁଛି।

  • ଦାମୋଦର ରାଉତ, ପୂର୍ବତନ ମନ୍ତ୍ରୀ...

ଫୋଟୋ - http://v.duta.us/TVD61AAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/GTShngAA

📲 Get Odisha News on Whatsapp 💬