[kalahandi] - ଆଜି ପୂର୍ବାହ୍ନ ୧୦ଟା ୫୦ ମିନିଟ୍ ସମୟରେ ଭବାନୀପାଟଣାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

  |   Kalahandinews

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦ଟା ୫୦ ମିନିଟ୍ ସମୟରେ ଭବାନୀପାଟଣରେ ପହଞ୍ଚିବେ ବୋଲି ଆମର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୂଚନା ଦେଇଛନ୍ତି। ଇତିମଧ୍ୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କ୍ରିଷ୍ଣା ନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ବିଜେପି କର୍ମୀ ଏବଂ ନେତାମାନେ ବହୁ ସଂଖ୍ୟାରେ ଯୋଗ ଦେଇସାରିଲେଣି ବୋଲି ସୂଚନା ମିଳିଛି।

ଏଠାରେ ସୂଚନାଯୋଗ୍ୟ ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କ୍ରିଷ୍ଣା ନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେବେ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ଟୁଇଟ୍‌ କରିଛନ୍ତି । ସେ ନିଜର ଟୁଇଟରରେ ଓଡ଼ିଆ ଭାଷାରେ ଲେଖିଛନ୍ତି ‘ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି । ଆଜି କଳାହାଣ୍ଡି ଜିଲ୍ଲାରେ ଏକ ପ୍ରଚାର ସଭାରେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି ।’

ଫୋଟୋ - http://v.duta.us/M-kuAAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Kate8wAA

📲 Get Kalahandinews on Whatsapp 💬