[odisha] - ବେଦ ପ୍ରକାଶଙ୍କ ପରଲୋକରେ ଶୋକ

ପାଟକୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ କରାଯାଇଛି। ଦଳମତ ନିର୍ବି‌େଶଷରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଶୋକପ୍ରକାଶ କରିବା ସହ ରାଜ୍ୟ ରାଜନୀତି, ସାମାଜିକ ଜୀବନରେ ତାଙ୍କର ବହୁମୂଲ୍ୟ ଅବଦାନର ସ୍ମୃତିଚାରଣ କରିଛନ୍ତି।

ଓଡ଼ିଶା ଜନଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା : ରାଜ୍ୟପାଳ

‘ସ୍ବର୍ଗତଃ ଅଗ୍ରଵାଲ ଜଣେ ବିଶିଷ୍ଟ ରାଜନେତା ଥିଲେ। ତାଙ୍କ ଅବର୍ତ୍ତମାନରେ ଓଡ଼ିଶାର ଜନଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।’

ତାଙ୍କ ସାଂଗଠନିକ ଦକ୍ଷତା ଓ ତ୍ୟାଗ ସବୁଦିନ ପାଇଁ ମନେରହିବ: ନବୀନ ପଟ୍ଟନାୟକ

‘ ସ୍ବର୍ଗତଃ ଅଗ୍ରଵାଲ ଜଣେ ଦକ୍ଷ ଜନପ୍ରତିନିଧି ଓ ପ୍ରଶାସକ ଥିଲେ। ତାଙ୍କ ବିୟୋଗରେ ଆମ ସମସ୍ତଙ୍କର ବଡ଼ ଅପୂରଣୀୟ କ୍ଷତି ଘଟିଛି। ସାଧାରଣ ଲୋକଙ୍କ ପ୍ରତି ଶ୍ରୀ ଅଗ୍ରଵାଲଙ୍କ ସାଂଗଠନିକ ସାମର୍ଥ୍ୟ ଓ ତ୍ୟାଗ ସବୁଦିନ ପାଇଁ ମନେରହିବ। ସ୍ବର୍ଗତଃ ଅଗ୍ରଵାଲ ପ୍ରବାଦୁ ପୁରୁଷ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଥିଲେ। ।’

ଶୋକପ୍ରକାଶ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି:...

ଫୋଟୋ - http://v.duta.us/VKGlqgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/-a4m7AAA

📲 Get Odisha News on Whatsapp 💬