[cuttack] - ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଗୋରାକବ‌ରରେ ସ୍ବାଭିମାନ ଦିବସ : ‘ମଧୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ଗାନ୍ଧୀଜୀ’

  |   Cuttacknews

କଟକ : ମଧୁ ବାବୁ ଥିଲେ ବିଚକ୍ଷଣ ପ୍ରତିଭାର ଅଧିକାରୀ। ତାଙ୍କ ଜ୍ଞାନ, ଗୁଣ, ଆଦର୍ଶ ଏବଂ ସ୍ବାଭିମାନ କେବଳ ବ୍ରିଟିଶ ମାନଙ୍କୁ ନୁହେଁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ବି ବହୁ ମାତ୍ରାରେ ପ୍ରଭାବିତ କରିଥିଲା। ଗାନ୍ଧିଜୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ନାରୀ ସଶକ୍ତିକରଣ ଏବଂ କୁଟୀର ଶିଳ୍ପର ପ୍ରଚାରପ୍ରସାର ପ୍ରତି ମଧୁବାବୁଙ୍କ ନିଷ୍ଠା ତଥା ଦୂରଦୃଷ୍ଟିକୁ ଅନୁସରଣ କରିଥିଲେ। ଆଇନ କ୍ଷେତ୍ରରେ ସେ ଏପରି ପାଣ୍ଡିତ୍ୟ ଅର୍ଜନ କରିଥିଲେ ଯେ ପୁରୀ ଶ୍ରୀମନ୍ଦିର ମାମଲାରେ ଜଣେ ଅଧିବକ୍ତା ହିସାବରେ ତାଙ୍କ ଶାଣିତ ଇଂରାଜୀ ଆଲେଖ୍ୟ କଲିକତା ନ୍ୟାୟାଳୟରେ ବିଚାରପତି ଓ ବ୍ରିଟିଶ ଓକିଲଙ୍କୁ ଚକିତ କରି ଦେଇଥିଲା। ଓଡ଼ିଆ ଜାତି ଓ ଭାଷାର ସୁରକ୍ଷା ପାଇଁ ସେ ଯାହା କରି ଯାଇଛନ୍ତି, ସେଥିରୁ ଯଦି ଆମେ କିଛି ଶିକ୍ଷା ଲାଭ କରିବା ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା, ତେବେ ଓଡ଼ିଶା ବହୁ ଆଗକୁ ଯାଇପାରିବ ବୋଲି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ୍‌ ଦୁର୍ଗାପ୍ରସନ୍ନ ଚୌଧୁରୀ ମତବ୍ୟକ୍ତ କରିଛନ୍ତି।...

ଫୋଟୋ - http://v.duta.us/yh62owAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/rTbUjQAA

📲 Get Cuttacknews on Whatsapp 💬