[jajpur] - ଯାଜପୁର: ସବୁ ଆସନରେ କଡ଼ା ମୁକାବିଲା

  |   Jajpurnews

ଯାଜପୁର : ଚତୁର୍ଥ ପର୍ଯ୍ୟାୟରେ ଆସନ୍ତାକାଲି ଯାଜପୁର ସଂରକ୍ଷିତ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ। ଲୋକସଭା ପାଇଁ ୮ ଜଣ ଓ ୭ଟି ବିଧାନସଭା ପାଇଁ ୫୩ ଜଣ ଏଭଳି ମୋଟ ୬୧ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଆସନ୍ତାକାଲି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜିଲ୍ଲାର ୧୪ ଲକ୍ଷ ୭୨ ହଜାରରୁ ଉର୍ଦ୍ଧ୍ବ ମତଦାତା। ପ୍ରାୟ ସବୁ ଆସନରେ ଏଥର ମୁଖ୍ୟତଃ ବିଜେଡି- ବିଜେପି ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ରହିଛି। ଆଉ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଳକନ କରାଯାଉଛି। ପ୍ରଥମ ଥର ପାଇଁ ଜିଲ୍ଲାରେ ଏଥର ଏକ ବଡ଼ ଶକ୍ତି ଭାବେ ବିଜେପି ଉଭା ହୋଇଛି। ଲୋକସଭା ଆସନରେ ଏଥର ବିଜେଡି- ବିଜେପି ମଧ୍ୟରେ ସମ୍ମୁଖ ଲଢ଼େଇ ହେବ ବୋଲି କୁହାଯାଉଥିବା ବେଳେ ୭ଟି ବିଧାନସଭା ଆସନ ମଧ୍ୟରୁ ୫ଟି ଆସନରେ ବିଜେଡି ଓ ବିଜେପି ଭିତରେ କଡ଼ା ଟକ୍କର ଏବଂ ୨ଟି ଆସନରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହୋଇପାରେ।।...

ଫୋଟୋ - http://v.duta.us/iFh6hAEA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/WYenTAAA

📲 Get Jajpurnews on Whatsapp 💬