Jagatsinghpurnews

[odisha] - ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ଅପରାହ୍ଣ ୧ଟା ସୁଦ୍ଧା ରାଜ୍ୟର ସର୍ବାଧିକ, ୪୭% ମତଦାନ

କେନ୍ଦ୍ରାପଡ଼ା: ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ଥାଇ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର …

read more

[odisha] - ନିଆଳିରେ ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳର କର୍ମୀଙ୍କ ଗଣ୍ଡଗୋଳ ଯୋଗୁଁ ବିଜେପି ଏଜେଣ୍ଟ ଆହତ, ଡାକ୍ତରଖାନାରେ ଭର୍ତ୍ତି

ନିଆଳି : କଟକ ଜିଲ୍ଲାର ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କର୍ସଦା ପତ୍ରକଣା ବୁଥରେ ଗଣ୍ଡଗୋଳ ଘଟିବା ଫଳରେ ସେଠାରେ ଥିବା ଜଣେ ବିଜେପି ଏଜେଣ୍ଟ୍ ଆହତ ହୋଇଥିବାର …

read more

[odisha] - ଓଡ଼ିଶା ଆଡକୁ ମୁହାଁଉଛି ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫୋନି, ରାଜ୍ୟ ସରକାର ସଜାଗ, ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଭାରତ ମହାସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ଭାରତର ପୂର୍ବ ଉପକୂଳ ଆଡକୁ ଆଗଉ ଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା ଫୋନିର ଗତିପଥ ଧୀରେ ଧୀରେ ଓଡ଼ …

read more

[odisha] - ତାତିର ଶଙ୍କା ଓ ସମ୍ଭାବ୍ୟ ବତ୍ୟାର ଆଶଙ୍କା ମଧ୍ୟରେ ଆଜି ରାଜ୍ୟର ଏହି ସମସ୍ତ ଜିଲ୍ଲାରେ ରହିଛି କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଗୋଟିଏ ପଟେ ଭୀଷଣ ତାତିର ଶଙ୍କା ଓ ଅନ୍ୟପଟେ ଭୟଙ୍କର ସମ୍ଭାବ୍ୟ ବାତ୍ୟା ଆଶଙ୍କା ମଧ୍ୟରେ ରାଜ୍ୟବାସୀ ଏବେ ତ୍ରସ୍ତ। ହେଲେ, ଗତ ଶୁକ୍ରବାର ଠାରୁ ସମଗ୍ର …

read more

[odisha] - ଫୋନି ମହାବାତ୍ୟା : ଆଡଭାଇଜରୀ ଜାରି କଲା କେନ୍ଦ୍ର ଗୃହମନ୍ତ୍ରାଳୟ, ରାଜ୍ୟ ସରକାର ଚାହିଁଲେ ଆଗୁଆ ରିଲିଜ ହେବ ବିପର୍ଯ୍ୟୟ ପରିଚାଳନା ପାଣ୍ଠିର ପ୍ରଥମ କିସ୍ତୀ

ନୂଆଦିଲ୍ଲୀ : ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା ଫୋନିର ଗତିପଥ ଧୀରେ ଧୀରେ ଓଡ଼ିଶା ଆଡକୁ ମୁହାଁଇବାରେ ଲାଗିଛି । ଏହାକୁ ନେଇ ପ …

read more

[odisha] - ମାଡ଼ିଆସୁଛି ମହାବାତ୍ୟା ଫୋନି : ରାଜ୍ୟ ସରକାର ଆରମ୍ଭ କଲେ ମୁକାବିଲା ପ୍ରସ୍ତୁତି, ୩ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର : ଓଡ଼ିଶା ଆଡକୁ ମାଡ଼ିିଆସୁଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫୋନିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ …

read more

[odisha] - ଓଡ଼ିଶାରେ ମତଦାନ ଶେଷ: ଚତୁର୍ଥ ପର୍ଯ୍ୟାୟରେ ସର୍ବାଧିକ ରିଗିଂ ଓ ବୁଥ୍‌ କ୍ୟାପ୍‌ଚରିଂର ଅଭିଯୋଗ, ଯାଞ୍ଚ ପ୍ରତିଶ୍ରୁତି ଦେଲେ ସିଇଓ

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ଓ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆଜି ଶେଷ ହୋଇଯାଇଛି। ଅପରାହ୍ଣ ୫ଟା ସୁଦ୍ଧା ୬୬ ପ୍ରତିଶତ ଭୋଟର ମତଦାନ କରିଛନ୍ତି ଏବଂ ଭୋଟ ଗ …

read more

[odisha] - ମତଦାନ ଜାରି: ଭୋଟ୍ ଦେଲେ ବହୁ ହେଭିଓ୍ଵଟ୍‌ ନେତା

ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟରେ ବହୁ ହେଭିେଓ୍ଵଟ୍‌ ନେତା ବିଭିନ୍ନ ନିର୍ବାଚନ ମଣ୍ଡଳୀର ଭିନ୍ନ ଭିନ୍ନ ବୁଥ୍‌ରେ ମତଦାନ କରିଛନ୍ତି।

ଲମ୍ବା ଧାଡିରେ ଛ …

read more

[odisha] - ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ପୂର୍ବାହ୍ନ ୧୧ଟା ସୁଦ୍ଧା ରାଜ୍ୟର ସର୍ବାଧିକ, ୨୯. ୪% ମତଦାନ

କେନ୍ଦ୍ରାପଡ଼ା: ହେଭିେଓ୍ଵଟ୍‌ ନେତା ଓ ମନ୍ତ୍ରୀ ଥାଇ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର …

read more

[jagatsinghpur] - ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ଜୋରଦାର ଲଢ଼େଇ: ଜାଣନ୍ତୁ କିଏ କାହାର ପ୍ରତିନ୍ଦ୍ୱନ୍ଦ୍ୱୀ ?

ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ଆଜି ଭୋଟଗ୍ରହଣ। ଜଗତସିଂହପୁର ଲୋକସଭା ଆସନ ପାଇଁ ଏଥର କଡ଼ା ଟକ୍କର ହେଉଛି ବିଜୁ ଜନତା ଦଳର ପ୍ରାର୍ଥୀ ତିର୍ତ …

read more

[odisha] - ୧୮୮୭ ବୁଥ୍‌ରେ ନିର୍ଣ୍ଣୟ ହେବ ୭୮ ପ୍ରାର୍ଥୀଙ୍କ ଭାଗ୍ୟ, ସବୁ ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି, ସବୁଠି ପୁଲିସର ନାକାବନ୍ଦି

ବାଲେଶ୍ବର : ଆସନ୍ତାକାଲି ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ତଥା ଓଡ଼ିଶାର ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୭ଟାରୁ ସଂଧ୍ୟା ୬ଟ …

read more

[odisha] - ୨ ଲୋକସଭା, ୧୧ ବିଧାନସଭାର ଭୋଟ୍‌ ଆଜି

କଟକ : କଟକ ଜିଲ୍ଲାର ୩ ବିଧାନସଭା, ଜଗତସିଂହପୁରର ୪, କେନ୍ଦ୍ରାପଡାର ୪ ବିଧାନସଭା ସମେତ କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଆସନ ପାଇଁ ଆସନ୍ତାକାଲି ହେବାକୁ ଯାଉଛି ନ …

read more

[odisha] - ରେକର୍ଡ ଭାଙ୍ଗିଲା ତାଳଚେର : ତାତିରେ ଆଉଟୁପାଉଟୁ ଅଧା ଓଡ଼ିଶା

ଭୁବନେଶ୍ବର : ଅସହ୍ୟ ହେଲାଣି ତାତି। ଦିନ ୧୦ଟାରୁ ଟାଇଁ ଟାଇଁ ଖରା। ପଶ୍ଚିମ ଓଡ଼ିଶା ପରେ ଏବେ କେନ୍ଦ୍ରୀୟ ଓଡ଼ିଶା ବି ଜଳୁଛି। ବଲାଙ୍ଗୀର, ଟିଟିଲାଗଡ଼ ପରେ ଅନୁଗୁଳ ଓ …

read more

[odisha] - ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କୁ ଆକ୍ରମଣ : ଭଦ୍ରକରେ ପ୍ରଫୁଲ୍ଲ ସମର୍ଥକଙ୍କ ଗୁଣ୍ଡାରାଜ, ଗାଡ଼ି ଭଙ୍ଗାରୁଜା, ଜୀବନରୁ ମାରି ଦେବାକୁ ଧମକ, ୧୦ ଜଣଙ୍କ ନାମରେ ଥାନାରେ ଏତଲା

ଭଦ୍ରକ : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ପ୍ରୟାସକାନ …

read more

[odisha] - ଦିଗ ବଦଳାଇଲା ‘ଫନି’ : ଉତ୍ତର ଆନ୍ଧ୍ର-ଓଡ଼ିଶା ଆଡ଼କୁ ମୁହାଁଉଛି, ପୁରୀଠାରୁ ୧୩୧୧ କିମି ଦୂରରେ କେନ୍ଦ୍ରୀଭୂତ

ଭୁବ‌ନେଶ୍ବର : ଗତକାଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଥିଲେ େଯ ବାତ୍ୟା ‘ଫନି’ ବିପଦ ଓଡ଼ିଶା ପ୍ରତି ନାହିଁ। ଏହା ମିଆଁମାର ବା ଥାଇଲାଣ୍ଡ ଆଡକୁ ଚାଲ …

read more

« Page 1 / 2 »