Jharsugudanews

[odisha] - ଦିଗ ବଦଳାଇଲା ‘ଫନି’ : ଉତ୍ତର ଆନ୍ଧ୍ର-ଓଡ଼ିଶା ଆଡ଼କୁ ମୁହାଁଉଛି, ପୁରୀଠାରୁ ୧୩୧୧ କିମି ଦୂରରେ କେନ୍ଦ୍ରୀଭୂତ

ଭୁବ‌ନେଶ୍ବର : ଗତକାଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଥିଲେ େଯ ବାତ୍ୟା ‘ଫନି’ ବିପଦ ଓଡ଼ିଶା ପ୍ରତି ନାହିଁ। ଏହା ମିଆଁମାର ବା ଥାଇଲାଣ୍ଡ ଆଡକୁ ଚାଲ …

read more

[odisha] - ଶେଷ ପର୍ଯ୍ୟାୟ ନିର୍ବାଚନ ଆଜି : ୬ ଲୋକସଭା, ୪୧ ବିଧାନସଭାରେ ମତଦାନ, ୧୦,୭୯୨ ବୁଥରେ ୯୫ ଲକ୍ଷ ଭୋଟର, ୪ଟି ବୁଥ୍‌ରେ ପୋଲିଂ ଅଧିକାରୀ ଦିବ୍ୟାଙ୍ଗ

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ୬ଟି ଲୋକସଭା ସମେତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ େହବ। ଏହି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟ …

read more

[odisha] - ସ୍ପାଇସ୍‌ ଜେଟ୍‌ ସେବାକୁ ମାସେ ପୂରିଲା : ୪୬୯୨ ଯାଇଛନ୍ତି, ୫୧୬୦ ଆସିଛନ୍ତି, ଜୁନ୍‌ରେ ଉଡ଼ିବ ଆଲାଏନ୍ସ ଏୟାର ବିମାନ

ଝାରସୁଗୁଡା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନସେବାକୁ ଇତିମଧ୍ୟରେ ଏକ ମାସ ପୂରିଛି। ମାସେ ମଧ୍ୟରେ ଏଠା‌ରୁ ଯାତ୍ରୀ ସେବା ଉଲ୍ଲେଖନ …

read more

[odisha] - ଆରମ୍ଭ ହେଲା ମତଦାନ : ୬ ଲୋକସଭା ଓ ୪୧ ବିଧାନସଭା କ୍ଷେତ୍ରର ୧୦,୭୯୨ ବୁଥ୍‌ରେ ଭୋଟରଙ୍କ ଧାଡ଼ି

ଭୁବନେଶ୍ୱର : ସୋମବାର ସକାଳ ୭ଟାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପ …

read more

[odisha] - ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି, ବହୁ ବୁଥ୍‌ରେ ମତଦାନ ବିଳମ୍ବିତ

ଭୁବନେଶ୍ୱର : ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ଭୋଟଦାନ ଚାଲିଥିବା ବେଳେ ବିଭିନ୍ନ ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ଦେଖ …

read more

« Page 2 / 2 »