Jharsugudanews

[odisha] - ଯାଞ୍ଚ ହେବ +୩ କଲେଜ ଭିତ୍ତିଭୂମି, ମେ’ ପହିଲାରୁ ମିଳିତ ଚଢ଼ଉ

ଭୁବନେଶ୍ବର: ଯାଞ୍ଚ ହେବ ଯୁକ୍ତ୩ କଲେଜର ଭିତ୍ତିଭୂମି। ସରକାରୀ ସମେତ ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ଉପ‌ରେ ଚଢ଼ଉ କରାଯାଇ ଭିତ୍ତିଭୂମି ଠିକ୍‌ ଅଛି କି ନ …

read more

[odisha] - ଗୋଟିଏ ଦିନରେ ଦୁଇ ପ୍ରବେଶିକା ପରୀକ୍ଷା, ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ

ଭୁବନେଶ୍ୱର: ବିଭିନ୍ନ ପ୍ରବେଶିକା ପରୀକ୍ଷାକୁ ସୁନିୟନ୍ତ୍ରିତ କରିବା ପାଇଁ ଯୋଜନା ଚାଲୁଥିବା ବେଳେ ଗୋଟିଏ ଦିନରେ ଦୁଇଟି ପ୍ରବେଶିକା ପରୀକ୍ଷା ପାଇ …

read more

[odisha] - ସୁପ୍ରିମକୋର୍ଟରେ ପରିଚାଳନା କମିଟିର ସତ୍ୟପାଠ: ୧୦ ସ୍ଥାୟୀ ଦଇତା ରଥଯାତ୍ରା ନୀତି ଚଳାଇ ପାରିବେ

ପୁରୀ: ରଥଯାତ୍ରା, ଅଣସର ଭଳି ମହାପ୍ରଭୁଙ୍କ ପ୍ରମୁଖ ନୀତିକାନ୍ତି ମାତ୍ର ୧୦ ଜଣ ଦଇତାଙ୍କୁ ନେଇ କରାଯାଇପାରିବ। ଅନ୍ୟ ଆବଶ୍ୟକ ଦଇତାଙ୍କୁ ଦୈନିକ ମଜୁରି ଦେଇ ପ …

read more

[odisha] - ଓଡ଼ିଶାମୁହାଁ ‘ଫନି’ ୩ରେ ପୁରୀ ଛୁଇଁପାରେ

ଭୁବନେଶ୍ବର: ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫନି’। ଧୀରେ ଧୀରେ ସମୁଦ୍ରରୁ ବଳ ଗୋଟାଇବା ସହିତ ଏହା ଅତି ଭୀଷଣ ରୂପ ଧାରଣ କରୁଛି। ପ …

read more

[odisha] - ଖୁରିପାନି ଗାଁରେ ଲାଲ୍‌ ବାହିନୀର ବର୍ବରକାଣ୍ଡ: ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା

ପାଟଣାଗଡ଼/ଲାଠୋର: ବହୁ ଦିନର ନିବରତା ଭଙ୍ଗ କରି ଲାଲ ବାହିନୀ ପୁଣି ଉଗ୍ର ହୋଇ ଉଠିଛି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଖୁରିପାନି ଗାଁରେ ମ …

read more

[odisha] - ସୀମା ଟପିଲା ନିର୍ବାଚନୀ ହିଂସା: ବାଲିକୁଦା-ଏରସମାରେ କଂଗ୍ରେସ ସମର୍ଥକଙ୍କୁ ହତ୍ୟା

ଭୁବ‌ନେଶ୍ବର: ଜଗତସିଂହପୁର ଜିଲ୍ଲାରେ ଆଜି ଭୋଟ ପାଇଁ ମୁଣ୍ଡ ଗଡିଛି। ବାଲିକୁଦା-ଏରସମାରେ ନିର୍ବାଚନୀ ହିଂସାରେ ଜଣେ କଂଗ୍ରେସ ସମର୍ଥକଙ୍କୁ ଭଙ୍ଗା େବାତଲରେ ଭୁସି ହତ …

read more

[odisha] - ବିଜେପୁର ଫର୍ମୁଲା ପାଟକୁରାରେ: ବେଦୁଙ୍କ ପତ୍ନୀ ବିଜେଡି ପ୍ରାର୍ଥୀ

ଭୁବ‌ନେଶ୍ବର: ଦିବଂଗତ ବିଧାୟକ େବଦ ପ୍ରକାଶ ଅଗ୍ରଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଵାଲ ପାଟକୁରା ଆସନରେ ବିଜେଡିରୁ ନିର୍ବାଚନ ଲଢିବେ। ବିେଜପୁର ଫର୍ମୁଲାରେ ଯ …

read more

« Page 2 / 2 »