Jagatsinghpurnews

[odisha] - ପାଣିପାଗ ବିଭାଗର ପୂର୍ବାନୁମାନ: ରାଜ୍ୟର ୭ଟି ଜିଲ୍ଳାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୭ ଟି ଜିଲ୍ଲାକୁ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ସନ୍ଧ୍ୟା ପ୍ରାୟ …

read more

[odisha] - ଚିଟ୍‌ଫଣ୍ଡ ଓ କୋଇଲା କେଳେଙ୍କାରୀ : ବିଜେଡି,ବିଜେପିକୁ ଦାୟୀ କଲା କଂଗ୍ରେସ

ଭୁବନେଶ୍ବର : ଓଡ଼ିଶାରେ ଚିଟ୍‌ଫଣ୍ଡ କେଳେଙ୍କାରୀରେ ୨୨,୯୦୧ କୋଟିରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି। ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ୨.୪ ଲକ୍ଷରୁ ଅଧିକ ଜମାକାର …

read more

[odisha] - ତୃତୀୟ ପର୍ଯ୍ୟାୟ ନିର୍ବାଚନ : ପିନାକୀ ସବୁଠୁ ଧନୀ, ଋଣରେ ବି ଆଗରେ

ଭୁବନେଶ୍ବର : ଆସନ୍ତା ୨୩ ତାରିଖ ତୃତୀୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ପୁରୀ ଲୋକସଭାର ବିଜେଡି ପ୍ରାର୍ଥୀ ପିନାକ …

read more

[odisha] - ବେଦ ପ୍ରକାଶଙ୍କ ପରଲୋକରେ ଶୋକ

ପାଟକୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ କରାଯାଇଛି। ଦଳମତ ନିର୍ବି‌େଶଷରେ ବହୁ ବିଶିଷ୍ଟ ବ୍ୟକ୍ତ …

read more

[odisha] - ଦ୍ବିତୀୟ ପର୍ଯ୍ୟାୟ ପରେ ଭବିଷ୍ୟବାଣୀ କଲେ ନବୀନ : ଆଞ୍ଚଳିକ ଦଳମାେନ କିଙ୍ଗ୍‌ମେକର ହେବେ

ସମ୍ବଲପୁର/ତାଳଚେର/କଣିହାଁ/ରେଙ୍ଗାଳି/ଛେଣ୍ଡିପଦା/ମାଧପୁର/ଆଠମଲ୍ଲିକ : କେହି ବି ଜାତୀୟ ଦଳ କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ। ଆଞ୍ଚଳିକ ଦଳମାେନ ହିଁ ହ …

read more

[odisha] - ଜଟିଳ ବୁଥ୍‌ରେ କଡ଼ା ନିରାପତ୍ତା ପାଇଁ ଦାବି

ଭୁବନେଶ୍ବର : ଭୋଟ୍‌ବେଳେ ହି˚ସାକାଣ୍ତ, ରିଗି˚, ଭୋଟ୍‌ ଜାଲିଆତି ଓ ଅନ୍ୟାନ୍ୟ ବିଶୃଙ୍ଖଳାକୁ ଏଡ଼ାଇବା ଲାଗି ଜଟିଳ ବା ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ପାଇଁ ଭାରତର …

read more

[odisha] - ଚିଟ୍‌ଫଣ୍ଡ ଓ କୋଇଲା କେଳେଙ୍କାରୀ : ବିଜେଡି,ବିଜେପିକୁ ଦାୟୀ କଲା କଂଗ୍ରେସ

ଭୁବନେଶ୍ବର : ଓଡ଼ିଶାରେ ଚିଟ୍‌ଫଣ୍ଡ କେଳେଙ୍କାରୀରେ ୨୨,୯୦୧ କୋଟିରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି। ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ୨.୪ ଲକ୍ଷରୁ ଅଧିକ ଜମାକାର …

read more

[odisha] - ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦ ପ୍ରକାଶଙ୍କ ପରଲୋକ

ଭୁବନେଶ୍ବର/କେନ୍ଦ୍ରାପଡା/ଗରଦପୁର : ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କର ଆଜି ପରଲୋକ ହୋଇଯାଇଛି। ଶ୍ରୀ ଅଗ୍ରୱାଲ ଦୀର୍ଘଦିନ ଧର …

read more

[odisha] - ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ!

ଭୁବନେଶ୍ବର : ବିଧାୟକ ତଥା ବିେଜଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ପରେ ବଦଳିଯାଇଛି ପାଟକୁରା ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣ। ବର୍ତମାନ ପାଇଁ ପ …

read more

[odisha] - ଭୁଶୁଡ଼ିବ ଭଉଁରିଆ ସେତୁ!

ଅସ୍ତରଙ୍ଗ : ଅସ୍ତରଙ୍ଗ ଭଉଁରିଆ ନଦୀ ଉପରେ ନିର୍ମାଣ ହୋଇଥିବା ସେତୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ସେତୁ ଦେଇ ପ୍ରତିଦିନ ଶହଶହ ଗାଡ଼ି ଓ ଭାରୀଯାନ ଯାଉଥିବ …

read more

[odisha] - ଶ୍ରୀମନ୍ଦିରରେ ଚାଞ୍ଚଲ୍ୟ: ଅଜଣା ଯୁବକ ନୀଳଚକ୍ର ଉପରକୁ ଚଢ଼ି ବାନ୍ଧିଲେ ଗାମୁଛା, ଖୋଲି ଆଣିଲେ ମହାପ୍ରଭୁଙ୍କ ବାନା

ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୮.୩୦ ସମୟରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭ …

read more

[odisha] - ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତର ଓ ଉପକୂଳ ଓଡ଼ିଶାର ଏହି ସବୁ ଜିଲ୍ଲାରେ ରହିଛି କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବ …

read more

[odisha] - ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

ଭୁବନେଶ୍ୱର: ବିଶିଷ୍ଟ ରାଜନେତା ତଥା ଭୂତପୂର୍ବ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଶନିବାର ଗଭୀର ଶୋକ ପ୍ରକାଶ …

read more

[odisha] - କାଳ ବୈଶାଖୀ ପ୍ରଭାବରେ ଘର ଉପରେ ପଡ଼ିଲା ଗଛ , ମାଆ-ଝିଅଙ୍କ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଭଇଁଷାଟାଲ ପଞ୍ଚାୟତର ଭଣ୍ଡାରପୁରୀ ଗାଁରେ ଘର ଉପରେ ଗଛ ପଡ଼ିଯିବାରୁ ମାଆ ଏବଂ ଝିଅଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରାଣ ହରାଇଥ …

read more

[odisha] - ବିଧାୟକ ବେଦପ୍ରକାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ

ଭୁବନେଶ୍ୱର: ଶନିବାର ପୂର୍ବାହ୍ନରେ ପାଟକୁରା ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରଓ୍ଵାଲ୍‌ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ …

read more

Page 1 / 22 »