[odisha] - ରାଜପଥ ପାଇଁ ଦେଢ଼ଲକ୍ଷ ଗଛ ବଳି!

କେନ୍ଦୁଝର : ରାସ୍ତା ତିଆରି ହେଲା, କିନ୍ତୁ ଲକ୍ଷାଧିକ ଗଛ ବଳି ପଡ଼ିଲା। ଜାତୀୟ ରାଜପଥ ୪୯ ଓ ଜାତୀୟ ରାଜପଥ ୨୧୫ ନିର୍ମାଣ ବେଳେ ରାସ୍ତା କଡ଼ରେ ଥିବା ଦେଢ଼ଲକ୍ଷ ଗଛ କଟାଯାଇଥିବା ବେଳେ ଆଜିଯାଏ ରାସ୍ତାକଡ଼ରେ ଗୋଟିଏ ବି ଗଛ ଲାଗି ନାହିଁ। କେନ୍ଦୁଝର ଜିଲ୍ଲା ଦେଇ ଦୁଇଟି ଜାତୀୟ ରାଜପଥ ଅତିକ୍ରମ କରିଛି। ପ୍ରଥମଟି ୨୧୫ ନ˚ ଜାତୀୟ ରାଜପଥ ଓ ଦ୍ବିତୀୟଟି ୪୯ ନମ୍ବର ଜାତୀୟ ରାଜପଥ। ୨୧୫ ନମ୍ବର ଜାତୀୟ ରାଜପଥ (ଏବେ ଏନ୍‌ଏଚ୍‌-୨୦) ନିର୍ମାଣ ବେଳେ ୨୦୧୫-୧୬ ମସିହାରେ ରାସ୍ତା କଡ଼ରୁ ଜଙ୍ଗଲ କିସମ ଜମିରୁ ୪୬,୪୯୫ଟି ଗଛ କଟାଯାଇଥିଲା। ମାତ୍ର ଘରୋଇ ବା ବେସରକାରୀ ଜମି, ରାଜସ୍ବ ଜମିରୁ ଆହୁରି ପାଖାପାଖି ୫୦ ହଜାରରୁ ଊର୍ଦ୍ଧ୍ବ ଗଛ କଟା ଯାଇଥିଲା। କେନ୍ଦୁଝର ଜିଲ୍ଲାର ହସନପୁରଠାରୁ ଆରମ୍ଭ କରି ରାମଚନ୍ଦ୍ରପୁର, ଘଟଗାଁ, ଢେ଼ଙ୍କିକୋଟ, ପିପିଳିଆ, ଗୋପାଳପୁର, ନରଣପୁର, ରାଇସୁଆଁ, ପଦ୍ମପୁର, ପଳାସପଙ୍ଗା, ଝୁମ୍ପୁରା, ରିମୁଳି ପର୍ଯ୍ୟନ୍ତ ରାସ୍ତା ସ˚ପ୍ରସାରଣ ବେଳେ ଏହି ସବୁ ଗଛ କଟାଯାଇଥିଲା।...

ଫୋଟୋ - http://v.duta.us/vaygswAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/MSD2MAAA

📲 Get Odisha News on Whatsapp 💬