ସ୍କିମ୍‌ ଚାପ : ଟଙ୍କା ଚିନ୍ତା ବଢ଼ିଲା, କେନ୍ଦ୍ର ଅନୁଦାନ ହାର ନ ବଢିଲେ ବିପଦ

ଭୁବନେଶ୍ବର: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାରି ରହିଛି। ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେଲେ, ନିଜ ଭାଗ ବାବଦ ୪୦ ପ୍ରତିଶତ ଯୋଗଦାନ ଦେବାକୁ ପଡିବ। ଦୁଇଟି ଯାକ ଯୋଜନା ସମାନ୍ତରାଳ ଭାବେ ଚାଲିପାରିବ ନାହିଁ। ଏପରିସ୍ଥଳେ େକନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଓଡ଼ିଶା ପ୍ରତ୍ୟାଖ୍ୟାନ କରିବ ନା ଆୟୁଷ୍ମାନ େଯାଜନାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା ବିଲୀନ େହବ?

ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ କାଳିଆ େଯାଜନାରେ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ଅର୍ଥ ପ୍ରଦାନ ଜାରି ରହିଛି। ସରକାର ଇତିମଧ୍ୟରେ ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି େନଇଛନ୍ତି। ଠିକ୍ ଏମିତି ଏକ ସମୟରେ ଆୟୁଷ୍ମାନ ଭାରତ ଭଳି ପ୍ରଧାନମନ୍ତ୍ରୀ କିଷାନ େଯାଜନା କାର୍ଯ୍ୟକାରୀ କରିବା ଲାଗି େକନ୍ଦ୍ର ଚାପ ସୃ୍ଷ୍ଟି କଲାଣି। ଦୁଇଦିନ ତଳେ କୃଷି ବିଭାଗ ଅଧିକାରୀଙ୍କ ବୈଠକରେ େଖାଦ୍ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ମାତ୍ରାଧିକ ଆଗ୍ରହ ଭିନ୍ନ ସଙ୍କେତ ଦେଲାଣି। ରାଜ୍ୟ ସରକାର ଚାଷୀଙ୍କୁ ଖୁସି କରିବା ଲାଗି ଉଭୟ େଯାଜନା କାର୍ଯ୍ୟକାରୀ କରିବେ କି?...

ଫୋଟୋ - http://v.duta.us/eVq5GAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/VrfX-AAA

📲 Get Odisha News on Whatsapp 💬