Anugolnews

ଆମେରିକାରେ ସମ୍ମାନିତ ହେଲେ ଓଡ଼ିଆ ପୁଅ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପିପୁଲ୍‌ସ ଚଏସ ଆୱାର୍ଡ

ଭୁବନେଶ୍ୱର: ପୁଣି ଓଡ଼ିଶା ପାଇଁ ଗୌରବ ଆଣି ଦେଲେ ଓଡ଼ିଆଙ୍କ ଗର୍ବ ସୁଦର୍ଶନ ପଟ୍ଟନାୟକ। ଆମେରିକାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି। ଆମେରିକ …

read more

୧୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ମାଲକାନଗିିରି, କନ୍ଧମାଳ …

read more

କଟକ: ପୁଲିସ୍‌କୁ ମିଳିଲା ଷ୍ଟୋନ୍‌ମ୍ୟାନ୍‌ର ସୁରାକ୍‌, ଖୁବ୍‌ଶୀଘ୍ର ହେବ ଗିରଫ

କଟକ: କଟକରେ ଗତକିଛି ଦିନ ହେବ ସିରିଏଲ୍‌ କିଲିଂକୁ ନେଇ କୋକୁଆ ଭୟ ଖେଳି ଯାଇଥିଲା। ତେବେ ଏହି ମାମଲାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ସିରିଏଲ କ …

read more

ବାଲେଶ୍ୱରର ଏହି ସାଇକେଲ ମେକାନିକ ଏବେ ନିର୍ମାଣ କରୁଛନ୍ତି ହେଲିକପ୍ଟର !

ବାଲେଶ୍ୱର: ସାଇକେଲ ମେକାନିକରୁ ହେଲିକପ୍ଟର ନିର୍ମାତା । ଏପରି ଅସମ୍ଭବ କାମକୁ ସଫଳତାର ସହ ରୁପ ଦେବାକୁ ଯାଉଛନ୍ତି ବାଲେଶ୍ୱରର ମୋସିମ ଖାନ୍ । ପେଶାରେ ଜଣେ ସାଇକ …

read more

ଭରତପୁର କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ ଚତୁର୍ଥ ଦିନରେ : ଏବେ ବି ଜଣେ ଶ୍ରମିକ ନିଖୋଜ

ତାଳଚେର : ଏମ୍‌ସିଏଲର ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ଉଦ୍ଧାର କାର୍ଯ୍ୟ ଆଜି ଚତୁର୍ଥ ଦିନ ଅତିକ୍ରମ କରିଛି। ମାଟି ଓ କୋଇଲା ଗଦା ତଳେ ଚାପି ହୋଇ ରହିଥିବା ଜଣ …

read more

କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

ତାଳଚେର : ଢେଙ୍କନାଳ ସାଂସଦ ମହେଶ ସାହୁ ଗତ ୨୫ ତାରିଖରେ ଲୋକସଭାର ଶୂନ୍ୟକାଳରେ ଭରତପୁର କୋଇଲା ଖଣିରେ ଦୁର୍ଘଟଣା ପ୍ରସଙ୍ଗ ଉଠାଇଥିଲେ। ତୁରନ୍ତ ମାଟି ଗଦା ତଳେ ଫସିଥିବ …

read more

ବର୍ଷାରେ ଧୋଇଗଲା ଜାତୀୟ ରାଜପଥ ଡାଇଭର୍ସନ : କଳାହାଣ୍ଡି-କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ, ୨୪ ଘଣ୍ଟା ହେଲା ଦୁଇ ପାର୍ଶ୍ବରେ ଅଟକିଛି ଯାନବାହନ

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲାରେ ଗତକାଲି ରାତିରେ ଲଗାଣ ବର୍ଷା ହେବା ଫଳରେ କନ୍ଧମାଳ-କଳାହାଣ୍ଡି ଜିଲ୍ଲାକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ମୁଣ …

read more

ଟ୍ରେନ୍‌ରେ ମିଳିଲାନି ଚିକିତ୍ସା ସେବା, ଆଖି ବୁଜିଲେ ରେଳ କର୍ମଚାରୀ

ସମ୍ବଲପୁର : ମିଳିଲାନି ଚିକିତ୍ସା ସେବା। କାର୍ଯ୍ୟରତ ଅବସ୍ଥାରେ ଟ୍ରେନ୍‌ରେ ଆଖି ବୁଜିଲେ ଜଣେ ରେଳବାଇ କର୍ମଚାରୀ। ରାଉରକେଲା ନିବାସୀ ଭବାନୀ ସେନାପତି ଠିକା କର୍ମଚ …

read more

ଚଳନ୍ତା ଟ୍ରକ୍‌ ତଳେ ମୁଣ୍ଡ ରଖି ଯୁବକଙ୍କ ଆତ୍ମହତ୍ୟା, ସିସିଟିଭିରେ କଏଦ୍‌ ହେଲା ଲୋମଟାଙ୍କୁରା ଦୃଶ୍ୟ

ନୂଆପଡ଼ା : ଚଳନ୍ତା ଟ୍ରକ୍‌ ଚକ ତଳେ ମୁଣ୍ଡ ରଖି ଶନିବାର ରାଜୁ ଶବର (୪୦) ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦର ଥାନା ସମ୍ମୁଖରେ ଶନିବାର ଅପରାହ୍‌ଣରେ ସର୍ବସମ୍ମ …

read more

ବାଲିଆପାଳ ତାତି ଭୋଗରାଇରେ : ଶବ ରଖି କମର୍ଦ୍ଦା-ବାଲିଆପାଳ ରାସ୍ତା ଅବରୋଧ, ଆମ୍ବୁଲାନ୍ସ ଓ ପୁଲିସ କର୍ମଚାରୀ ଅଟକ

ଭୋଗରାଇ : ବାଲେଶ୍ୱର ଜିଲ୍ଲା ବାଲିଆପାଳର ରାଜଧାନୀ ଢାବାରେ ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁକୁ ନେଇ ଗତକାଲି ତୁମୁଳ କାଣ୍ଡ ସୃଷ୍ଟି ହେବା ପରେ ଆଜି ମଧ୍ୟ …

read more

ଗଠନ ହେବ ଲଘୁ ଖଣିଜ ନିର୍ଦ୍ଦେଶାଳୟ

ଭୁବନେଶ୍ବର : ଏଣିକି ବାଲି, ଗୋଡ଼ି, ମୋରମ ଚୋରାଚାଲାଣ ରୋକିବାକୁ ସ୍ବତନ୍ତ୍ର ଲଘୁ ଖଣିଜ ନିର୍ଦ୍ଦେଶାଳୟ େଖାଲାଯିବ। ପୁରୀ ଶଙ୍କରାଚାର୍ଯ୍ୟ ମଠକୁ ୩.୭୮ ଏକର …

read more

ଇଣ୍ଡିଆ ଟୁଡେ ‘ହାଇ ଆଣ୍ଡ୍‌ ମାଇଟି’ ରୢାଙ୍କିଙ୍ଗ୍‌, ୫୦ କ୍ଷମତାଶାଳୀ ଭାରତୀୟଙ୍କ ମଧ୍ୟରେ ଦୂତି

ଭୁବନେଶ୍ବର : ଆଥଲେଟିକ୍ ଟ୍ରାକ୍‌ରେ ନିୟମିତ ନିଜ ଚମକ ଦେଖାଇ ଆସୁଥିବା ଓଡ଼ିଶା ଧାବିକା ଦୂତି ଚାନ୍ଦ ସଫଳତାର ଆଉ ଏକ ଗଗନଶ୍ଚୁମ୍ବି ସ୍ତର ଛୁଇଁଛନ୍ତି। ରାଜ୍ୟ …

read more

ଗୃହ ବିଭାଗର ଶ୍ବେତପତ୍ରରେ ସାଂଘାତିକ ତଥ୍ୟ : ଲୁଟିଛନ୍ତି ୮୨ କୋଟି

ଭୁବନେଶ୍ବର : ୨୦୧୮ ମସିହାରେ ୧ ଲକ୍ଷ ୭ ହଜାର ୪୦୮ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ମାତ୍ର ୭୯ ହଜାର ୩୪୧ଟି ମାମଲାରେ ପୁଲିସ ଚାର୍ଜସିଟ୍ ବା ଅଭିଯୋଗଫର୍ଦ୍ଦ ଦାଖଲ କରିଛ …

read more

ସରକାରୀ ଦଳ ଉଗାରିଲେ ‘କାଳିଆ’ ବିଷ

ଭୁବନେଶ୍ୱର : ବହୁ ଅଭିଯୋଗ ଆସୁଛି। ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ‘କାଳିଆ’ ସହାୟତା ତାଲିକାରେ ସଂଯୁକ୍ତ କରାଯାଇଛି। କେଁଉଠି ନା କେଉଁଠି ହିତାଧିକ …

read more

« Page 1 / 2 »