ବାଂଲାଦେଶୀ ବନୁଛନ୍ତି ଭାରତୀୟ : ଦେଶାନ୍ତର ନୋଟିସ୍‌ ପରେ ବଦଳୁଛି ନାଁ

  |   Kendraparanews

ରାଜନଗର /ମହାକାଳପଡା : ଦେଶାନ୍ତର ନୋଟିସ ପାଇଥିବା ଜଣେ ବାଂଲାଦେଶୀ ନାଗରିକ ନିଜର ନାଁ ବଦଳାଇ ଭାରତରେ ଭୋଟ ଦେଇ ଆସୁଛନ୍ତି। ୧୫ବର୍ଷ ହେଲା ସେ ଭାରତୀୟ ଭାବେ ସମସ୍ତ ସରକାରୀ ସୁବିଧା, ସୁଯୋଗ ଉପଭୋଗ କରୁଛନ୍ତି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ଦେଶର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃ୍‌ଷ୍ଟି ହୋଇଛି।

୨୦୦୩ରେ ଓଡିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସର୍ଭେ କରାଯିବା ବେଳେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଖରନାସି ପଞ୍ଚାୟତ ହରିଆବାଙ୍କ ଗାଁର ଭବତୋଷ ରାୟ ବାଂଲାଦେଶୀ ବୋଲି ଜଣାପଡିଥିଲେ । ୨୦୦୪ ମସିହା ଡିସେମ୍ବର ୨୮ରେ ଭବତୋଷଙ୍କୁ ଗୃହ ବିଭାଗ ପକ୍ଷରୁ ଦେଶାନ୍ତର ନୋଟିସ ଦିଆଯାଇଥିଲା। ୩୦ ଦିନ ମଧ୍ୟରେ ଭବତୋଷ ଭାରତ ଛାଡ଼ି ଯିବାପାଇଁ ନିର୍ଦ୍ଦେଶ ଥିଲା। ହେଲେ, ୧୫ବର୍ଷ ହେଲା ସେ ଭାରତୀୟ ଭାବେ ସମସ୍ତ ସରକାରୀ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି। ନିଜ ନାଁ ବଦଳାଇ ଆଜିଯାଏଁ ସମସ୍ତ ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତି ଭବତୋଷ। ଭୋଟର ତାଲିକାରେ ତାଙ୍କ ନାଁ ଶ୍ରବଣେଷ ରାୟ, ପିତା-ଶଶିଭୂଷଣ ରାୟ ରହିଛି । ଶ୍ରବଣେଷ ସାଜି ଭବତୋଷ ସମସ୍ତ ନିର୍ବାଚନରେ ଭୋଟ ଦେଇ ଆସୁଛନ୍ତି।...

ଫୋଟୋ - http://v.duta.us/be9kbAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/28fvCAAA

📲 Get Kendraparanews on Whatsapp 💬