ଅତ୍ୟଧିକ ବର୍ଷା ପାଇଁ ଟ୍ରେନ ସେବା ପ୍ରଭାବିତ, ପୂର୍ବତଟ ରେଳପଥରୁ ଏହି ସବୁ ଟ୍ରେନ୍‌ ହୋଇଛି ବାତିଲ୍‌

ଭୁବନେଶ୍ୱର: ମହାରାଷ୍ଟ୍ରର ମୁମ୍ବାଇ ଠାରେ ଅତ୍ୟଧିକ ବର୍ଷା ହେତୁ ରେଳଧାରଣରେ ଜଳ ଓ ମାଟି ଅତଡ଼ା ଖସିବା ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଦ୍ୱାରା ମୁମ୍ବାଇ ରେଳ ମଣ୍ଡଳରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ସହିତ କେତେକ ସ୍ଥାନରେ ମାଟି ଅତଡ଼ା ଖସିବା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଏଥିପାଇଁ ପୂର୍ବତଟ ରେଳପଥକୁ ଆସିବାକୁ ଥିବା ଏବଂ ଏହାର ପରିସୀମାରୁ ମୁମ୍ବାଇ ଦିଗକୁ ଯାତ୍ରା କରିବାକୁ ଥିବା କେତେକ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କେତେକ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି। ଆଉ କେତେକ ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଅଛି ।

୦୧. ସୋମବାର ଦିନ ଭୁବନେଶ୍ୱର ରୁ ଛାଡିବାକୁ ଥିବା ୧୨୮୮୦ ଭୁବନେଶ୍ୱର-ମୁମ୍ବାଇ ଏଲ.ଟି.ଟି. ଏକ୍ସପ୍ରେସ ।

୦୨. ସୋମବାର ଦିନ ବିଶାଖାପାଟଣା ରୁ ଛାଡିବାକୁ ଥିବା ୧୮୫୧୯ ବିଶାଖାପାଟଣା-ମୁମ୍ବାଇ ଏଲ.ଟି.ଟି. ଏକ୍ସପ୍ରେସ ।

୦୩. ସୋମବାର ଦିନ ଭୁବନେଶ୍ୱର ରୁ ଛାଡିବାକୁ ଥିବା ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ ସି.ଏସ.ଏମ.ଟି. କୋଣାର୍କ ଏକ୍ସପ୍ରେସ ।...

ଫୋଟୋ - http://v.duta.us/0pAGkQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/XB7gEQAA

📲 Get Odisha News on Whatsapp 💬