ଧାରା ୩୭୦ରେ ଓଡ଼ିଶାର କନେକ୍ସନ

ନୂଆଦିଲ୍ଲୀ: ଧାରା ୩୭୦ ପାଇଁ ମିଳିପାରୁନି ଜମି | ହସ୍ପିଟାଲ ପାଇଁ ଜମି ମିଳୁନଥିବାରୁ କିଛି ଘରୋଇ ହସ୍ପିଟାଲ ହୋଇପାରୁନଥିବାର ଶାହା କହିଛନ୍ତି | ସ୍ୱାସ୍ଥ୍ୟ ନିବେଶକ ଓଡିଶା, ଗୁଜୁରାଟ ଯାଉଥିବାବେଳେ କାଶ୍ମୀର ଯାଉନାହାନ୍ତି | ଓଡ଼ିଶାରେ ସ୍ୱାସ୍ଥ୍ୟ ନିବେଶକଙ୍କୁ ଜମି ମିଳୁଛି କିନ୍ତୁ କାଶ୍ମୀରରେ ମିଳୁନି ବୋଲି କହିଥିଲେ | ସେହିପରି ହୋଟେଲ ଶିଳ୍ପକୁ ଜମି ମିଳୁନଥିବାର ପର୍ଯ୍ୟଟନର ବିକାଶ ହୋଇପାରୁନାହିଁ | କିଛି ଏଭଳି ଢଙ୍ଗରେ ଆଜି ରାଜ୍ୟସଭାରେ ଜବାବ ରଖିଛନ୍ତି ଅମିତ ଶାହା |

ଧାରା ୩୭୦ ଉଛେଦ ପ୍ରସଙ୍ଗରେ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହା ଜବାବ ରଖିଛନ୍ତି | ବିଭିନ୍ନ ଦଳର ସଦସ୍ୟଙ୍କ ମନ୍ତବ୍ୟ ପରେ ଅମିତ ସହ ଜବାବ ରଖିଛନ୍ତି | ତେବେ ଶାହା ସ୍ପଷ୍ଟ କରିଛନ୍ତି ଯେ ଉଚିତ ସମୟ ଆସିଲେ ଜାମ୍ମୁ କାଶ୍ମୀର ପୁଣି ରାଜ୍ୟ ମାନ୍ୟତା ପାଇବ | ଜାମ୍ମୁ କାଶ୍ମୀରର ସ୍ଥିତି ସ୍ୱାଭାବିକ ହେଲେ ପୁଣି ରାଜ୍ୟ ମାନ୍ୟତା ଦିଆଯିବ |...

ଫୋଟୋ - http://v.duta.us/_gDTGwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/T6vQWAAA

📲 Get Odisha News on Whatsapp 💬