ଭୁବନେଶ୍ୱର ବିମାନବନ୍ଦରରେ ‘ଲଷ୍ଟ୍‍ ଆଣ୍ଡ ଫାଉଣ୍ଡ’ ସେବା ଉପଲବ୍ଧ

ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଣିକି ‘ଲଷ୍ଟ୍‍ ଆଣ୍ଡ ଫାଉଣ୍ଡ’ ସେବାର ଉପଲବ୍ଧ ହୋଇଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଯାତ୍ରୀଙ୍କୁ ହଜିଯାଇଥିବା ସାମଗ୍ରୀକୁ େଓ୍ଵବପେଜ www.aai.aero/en/lost-found/item/list ଲିଙ୍କ୍‌ରେ ଦେଖାଉଛି। ବିମାନବନ୍ଦରରେ ଯେଉଁ ସବୁ ସମାଗ୍ରୀ ଯାତ୍ରୀଙ୍କ ହଜି ଯାଇଥାଏ ଓ ଏହାର ଯଦି କେହି ଦାବିଦାର ନଥାଆନ୍ତି ସେହି ସାମଗ୍ରୀକୁ ‘ଲଷ୍ଟ୍‍ ଆଣ୍ଡ ଫାଉଣ୍ଡ’ ସେବା ଦ୍ୱାରା େଓ୍ଵବସାଇଟ୍‌ରେ ଅପଡେଟ କରାଯାଇଥାଏ। ଅନ୍‌ଲାଇନ୍‌ରେ ହଜି ଯାଇଥିବା ସାମଗ୍ରୀକୁ ‘ଲଷ୍ଟ୍‍ ଆଣ୍ଡ ଫାଉଣ୍ଡ’ ତାଲିକାରେ ଦେଖି ନିଜର ଜିନିଷ ବୋଲି ନିଶ୍ଚିତ କରିବା ପରେ ଦାବିଦାର ସୋମବାରରୁ ଶୁକ୍ରବାର ସକାଳ ୯.୩୦ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ଆସି ଉକ୍ତ ସାମଗ୍ରୀକୁ ପ୍ରାପ୍ତ କରି ପାରିବେ।

୧. ବ୍ୟକ୍ତି ଏଏଆଇ େଓ୍ଵବସାଇଟ www.aai.aero/en/lost-found/item-listରେ ‘ଲଷ୍ଟ୍‍ ଆଣ୍ଡ ଫାଉଣ୍ଡ’ ଶ୍ରେଣୀରେ ନିଜର ହଜି ଯାଇଥିବା ସାମଗ୍ରୀକୁ ଦେଖି ପାରିବେ।

୨. ସାମଗ୍ରୀକୁ ଚିହ୍ନଟ କରିବା ପରେ ବ୍ୟକ୍ତି ଉଲ୍ଲେଖିତ ଲିଙ୍କ୍‌ରେ ଏହାକୁ ପାଇବା ପାଇଁ ଦାବି କରି ପାରିବେ।...

ଫୋଟୋ - http://v.duta.us/L_UGYwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/aAq_zwAA

📲 Get Odisha News on Whatsapp 💬