ନିର୍ବନ୍ଧ ହୋଇଥାନ୍ତା,କେମିତି ମିଳିଲା ନିହାରିକାଙ୍କ ମୃତଦେହ ?

କଟକ: କିଛି ଦିନ ପରେ ହୋଇଥାନ୍ତା ନିହାରିକାଙ୍କ ନିର୍ବନ୍ଧ | କିନ୍ତୁ କେମିତି ମିଳିଲା ଜଗତସିଂହପୁର ବିଲୁଆଖାଇ ନଦୀରୁ ମୃତଦେହ | ଏବେ ଏହାର ତଦନ୍ତ କରୁଛି ପୁଲିସ | ମିଳିଥିବା ସୂଚନା ମୁତାବକ ରାଜା ଓ ନିହାରିକାର ବିବାହ ହୋଇଥାନ୍ତା । ଏଥିପାଇଁ ନିର୍ବନ୍ଧ ମଧ୍ୟ ହୋଇଥାନ୍ତା । ନୂଆ ଘର ତିଆରି ମଧ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିଲା । ନିହାରୀକା ନିଖୋଜ ହେବା ପରେ ୯ ତାରିଖ ଦିନ ରାଜା ହସ୍ପିଟାଲ ଯାଇଥିଲେ । ହେଲେ ୧୩ ତାରିଖରୁ ରାଜା ଘରେ ଫୋନ ଛାଡିଦେଇ ନିଖୋଜ ହୋଇଯାଇଥିବା ଅଭିଯୋଗ ବିରିଡି ଥାନାରେ ତାଙ୍କ ମା କରିଥିଲେ ।

ଏବେ ସାମ୍ନାକୁ ନିହାରିକାଙ୍କ ଶେଷ ସିସିଟିଭି ଭିଡିଓ ଫୁଟେଜ ସାମ୍ନାକୁ ଆସିଛି | ଏହି ଫୁଟେଜଟି ନିହାରୀକା ଚାକିରୀ କରୁଥିବା ନର୍ସିଂହୋମର ବୋଲି ଜଣାପଡିଛି । ଭିଡିଓଟି ଗତ ୮ ତାରିଖର ସନ୍ଧ୍ୟା ସମୟର ବୋଲି ଜଣାପଡିଛି | ଏହି ଦିନ ହିଁ ନିଖୋଜ ହୋଇଯାଇଥିଲେ ନିହାରୀକା ।...

ଫୋଟୋ - http://v.duta.us/Fe-mcgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/eBmDvgAA

📲 Get Odisha News on Whatsapp 💬