ଓଡ଼ିଶା ପାଲଟିଛି ବଜ୍ରପାତର ରାଜ୍ୟ, ୪ ମାସ ଭିତରେ ୯ ଲକ୍ଷ ଥର ବିଜୁଳି ମାରିଛ

ଭୁବନେଶ୍ୱର: ଓଡ଼ିଶା ପାଲଟି ଯାଇଛି ବଜ୍ରପାତର ରାଜ୍ୟ। ଏହିଭଳି ସାଂଘାତିକ ତଥ୍ୟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଇଏମଡି ରିପୋର୍ଟ କହୁଛି, ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ୯ ଲକ୍ଷ ଥର ବିଜୁଳି ମାରିଛି। ଆଉ ଏଥିରେ ୨୨୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ବାତ୍ୟା ଫନି ସମୟରେ ଅର୍ଥାତ ମାତ୍ର ଦୁଇ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଥର ବଜ୍ରପାତ ହୋଇଛି। ଅବଶ୍ୟ ଏହି ସମୟରେ ଲୋକ ଘର ଭିତରେ ଥିବାରୁ କାହାରି ମୃତ୍ୟୁ ହୋଇନାହିଁ। ତେବେ ଉତ୍ତରପ୍ରଦେଶରେ ୬ ଲକ୍ଷ ୨୦ ହଜାର ଥର ବଜ୍ରପାତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୨୨୪ ରହିଛି।

ଏପରି ଏକ ସାଂଘାତିକ ତଥ୍ୟ ଦେଇଛି ଭାରତୀୟ ପାଣିପାଗ ବିଭାଗ। ପ୍ରଥମ ଥର ପାଇଁ ବିଜୁଳି ମାଡ଼ର ତଥ୍ୟ ଦେଇଛି ଆଇଏମଡି। ଏପ୍ରିଲ ୧ ତାରିଖରୁ ଜୁଲାଇ ୩୧ ମଧ୍ୟରେ ୯ ଲକ୍ଷ ଥର ବିଜୁଳି ମାରିଛି। ତେବେ ଏହି ବିଜୁଳି ମାଡ଼ରେ ମୃତାହତଙ୍କ ତାଲିକାରେ ପଛରେ ରହିଛି ଓଡ଼ିଶା ।...

ଫୋଟୋ - http://v.duta.us/4cv1EgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/aFHs5AEA

📲 Get Odisha News on Whatsapp 💬