ରାଜନୀତିରେ ପ୍ରବେଶ କରିବେ ଓଡିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ , ଟୁଇଟରରେ ଦେଲେ ସୂଚନା

ଭୁବନେଶ୍ବର: ଓଡିଶାର ଦୌଡ଼ରାଣୀ ବୋଲି କୁହାଯାଉଥିବା ଦୂତୀ ଚାନ୍ଦ ରାଜନୀତିରେ ପ୍ରବେଶ କରିବେ ବୋଲି ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ରାଜନୀତି ମୈଦାନରେ ନିଜର ଭାଗ୍ୟ ଚମକାଇବାକୁ ମନ ବଳାଇଛନ୍ତି । ଏନେଇ ଖୋଦ୍ ଦୂତୀ ଚାନ୍ଦ ତାଙ୍କ ଟୁଇଟର ପେଜରେ ପୋଷ୍ଟ କରି କହିଛନ୍ତି । ଦୂତୀ ତାଙ୍କ ଟୁଇଟର ପେଜରେ ଲେଖିଛନ୍ତି କି, ପିଲାଟି ବେଳୁ ମୋର ଖେଳ ସହିତ ରାଜନୀତି ପ୍ରତି ମଧ୍ୟ ଦୁର୍ବଳତା ରହିଥିଲା । ଏପରିକି ମୋର ପରିବାର ବି ତୃଣମୂଳ ସ୍ତରରେ ରାଜନୀତି ସହ ଜଡିତ ଅଛନ୍ତି ଥିବା କହିଛନ୍ତି ଓଡିଆ ଧାବିକା ଦୂତୀ ଚାନ୍ଦ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ତାଙ୍କ ମାଆ ସରପଞ୍ଚ ଥିଲେ।

ତେବେ ଦୂତୀଙ୍କର ଏହି ଟୁଇଟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କିଛି ଲୋକ ଦୂତୀଙ୍କ ଏହି ପୋଷ୍ଟକୁ ସ୍ୱାଗତ ଜଣାଇବା ବେଳେ କିଛି ଫ୍ୟାନ ଦୂତୀଙ୍କୁ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।...

ଫୋଟୋ - http://v.duta.us/lIXLHgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/lEq8mAAA

📲 Get Odisha News on Whatsapp 💬